ଅଂଚଳ ଖବର ଜିଲ୍ଲାଖବର ରାଜ୍ୟଖବର ରାଜ୍ୟ-ଆଂଚଳିକ ଖବର March 30, 2020March 31, 2020satyanusandhanaLeave a Comment on ରାଜ୍ୟ-ଆଂଚଳିକ ଖବର Spread the love କଣ୍ଟାପଡା:କରୋନା ଜନିତ ଲକ-ଡାଉନ ଯୋଗୁ କେବଳ ମଣିଷ ନୁହନ୍ତି , ପଶୁ,ପକ୍ଷୀ,ଜୀବ ,ଜନ୍ତୁ ସମସ୍ତେ ଏବେ ଖାଦ୍ୟ ଓ ପାନୀୟ ପାଇଁ ଡହଳ ବିକଳ। ସହଜେତ ତାତି ବଢିଲାଣି ଏତେବେଳେ ଆଜି ଖାଦ୍ୟଓ ପାନୀୟ ସଂଧାନରେ ଚିନ୍ତାରେ ପଡିଥିବା ଏକ ବଣୁଆ ମାଂକଡକଂ ଦଳ ଅଡଶପୁର ସ୍ଥିତ ଶ୍ରୀ ଜୟଦେବକଂ ପୀଠ ଠାରେ କରୋନା ଲକ-ଡାଉନ ଜନିତ ସରକାରୀ ମାଗଣା ଭୋଜନ କେନ୍ଦ୍ର ଠାରେ ପହଂଚିଥିଲେ।ସେମାନକୁଂ ଦେଖି ପତ୍ର ପକାଇ ରନ୍ଧନ ଭାତ ଦିଆ ଯାଇଥିଲେ ହେଁ ସେମାନେ ତାହା ଖାଇ ନ ଥିଲେ ,କେବଳ ପାଣି ପିଇ ଚାଲିଯାଇଥିଲେ (Satyanusandhana News ) ମହାମାରୀ କରୋନା ପ୍ରାଣଘାତକ ଜାଣିସୁଦ୍ଧା ଆମେ ଆମ ଜୀବନ ରକ୍ଷାର ଉଦ୍ୟମ ବଦଳରେ ହାତେ ହାତେ ବହୁମୂଲ୍ୟ ଜୀବନକୁ ହରେଇ ଦେବାକୁ ଚାହିଁଲେ କେଉଁ ପୁଲିସର ଠେଂଗା ଅବା ଆମକୁ ରକ୍ଷା କରିବ ? ବିନାପୁଲିସ ଠେଂଗାରେ ବଡପାଟସୁନ୍ଦରପୁର ହାଟରେ ନା ଅଛି ମୁହଁରେ ମାସ୍କ ନା ସାମାଜିକ ଦୂରତା ?ଆଉ ଅନ୍ୟଟି ହେଉଛି ଅଡଶପୁର ହାଟ ସେଠାରେ ପୁଲିସର ଠେଂଗା ହିଁ କିଛିଟା ନିୟନ୍ତ୍ରଣ ରଖିଛି ହେଲେ ପୁଲିସ ବି ମଣିଷ ତାର ବି ସଂସାର ପିଲା ଛୁଆ ଅଛନ୍ତି ନା ସେମାନେ ନିଜ ଜୀବନକୁ ପାଣିକୁ ଫିଂଗି କେତେଦିନ ସୁରକ୍ଷା ଦେବେ? ବରଂ ଜିଲ୍ଲାପାଳ ସାପ୍ତାହିକ ହାଟଗୁଡିକୁ ମହାମାରୀର ସଂକ୍ରମଣ ବ୍ୟାପିବା ଆଶଂକା ରୁ ବନ୍ଦ କରିଦେଇ ପାରିବାର କ୍ଷମତା ଥିବାରୁ ହାଟଗୁଡିକୁ ସଂପୂର୍ଣ ବନ୍ଦ କରାଯାଉ। ନଚେତ ପରିସ୍ଥିତି ଅଣାୟତ ଆଡକୁ ଯାଇପାରେ ବୋଲି ମତ ପ୍ରକାଶ ପାଉଛି । କଟକ (ଗ୍ରାମାଂଚଳ ):ସେ ମିଠା ମକ୍କା ହେଉ ଅଥବା ସୂର୍ଯ୍ୟମୁଖୀ ,ଜଣେ ଅଗ୍ରଣୀ ଚାଷୀଭାବେ ତାଂକ ନାଁ ସବୁବେଳେ ସାରା ଜିଲାରେ ଆଗରେ ହିଁ ରହି ଆସିଛି ।ନୂତନ ପଦ୍ଧତି ଅଥବା ପାରମ୍ପରିକ ପଦ୍ଧତି ,ଯାହା ଜମି ପାଇଁ ଉପଯୁକ୍ତ ମନେ କରିଛନ୍ତି ତାହାର ସଫଳ ପରୀକ୍ଷଣ ଓ ପ୍ରୟୋଗ ନିଜେ ଆଗେ କରି ଅନ୍ୟ ମାନକଂର ଉଦାହରଣ ଓ ଆଦର୍ଶ ପାଲଟିଛନ୍ତି।ଉତ୍ପାଦନରେ ବେଶ୍ ସଫଳ ଏହି ଚାଷୀ ଜଣକଂ କଟକ ଜିଲ୍ଲା, ଗ୍ରାମାଂଚଳ ,କଣ୍ଟାପଡା ବ୍ଲକ,ସାଇଲୋ ଝାରପଡା ପଂଚାୟତ, ଝାରପଡା ଗ୍ରାମର ସ୍ଥାୟୀ ବାସିନ୍ଦା ଅଟନ୍ତି।ଏବେ ତାଂକର ମୁଖ୍ୟ ସମସ୍ୟା ଯେ ସେ ଉନ୍ନତ କିସମର ସୂର୍ଯ୍ୟମୁଖୀ ଫୁଲ ଚାଷକରିଛନ୍ତି।ଫସଲ ବି ବେଶ ଭଲ ହୋଇଛି ହେଲେ ଫସଲକୁ କୀଟ ଦାଉରୁ ରକ୍ଷା କରିବାକୁ ହେଲେ ତାଂକୁ କୀଟ ନାଶକ ନୁହେଁ ବରଂ କୀଟନାଶକ ଆଣିବାକୁ ଯିବାରେ କରୋନା ଭାଇରସ ଲକ୍-ଡାଉନ କଟକଣା । ନିକଟ ଅତୀତରେ ରାଜ୍ୟ ସରକାରକଂ କ୍ରୁଷି ବିଭାଗ ଏହାକୁଂ ଜ୍ଞାନ ଅଦଳ ବଦଳ ଯୋଜନାରେ ଓଡିଶାର ଅନ୍ୟ କିଛି ବଛାବଛା ଚାଷୀକଂ ସହିତ ମହାରାଷ୍ଟ୍ର ପ୍ରେରଣ କରିଥିଲେ।ତେଣୁ ଏପରିଚାଷୀ ଆମରାଜ୍ୟପାଇଁ ଗର୍ବ ଗୌରବର ବାର୍ତ୍ତାବହ ।
ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ Spread the loveSpread the loveବଢୁଛି ଅପରାଧ : ଏକା ଦିନକେ ଦୁଇ ଘଟଣା (୧)ଆଦିବାସୀ […] January 31, 2025January 31, 2025satyanusandhanaLeave a Comment on ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ Spread the loveSpread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […] December 30, 2024February 11, 2025satyanusandhanaLeave a Comment on ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!! Spread the loveSpread the love October 13, 2024October 13, 2024satyanusandhanaLeave a Comment on ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!! “ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ Spread the loveSpread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […] October 3, 2024December 30, 2024satyanusandhanaLeave a Comment on “ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ
ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ Spread the loveSpread the loveବଢୁଛି ଅପରାଧ : ଏକା ଦିନକେ ଦୁଇ ଘଟଣା (୧)ଆଦିବାସୀ […] January 31, 2025January 31, 2025satyanusandhanaLeave a Comment on ଆଦିବାସୀ ନା ବାଳିକାକୁ ଅସଦାଚରଣ:ଅଭିଯୁକ୍ତ ଥାନାରେ ଅଟକ
୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ Spread the loveSpread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […] December 30, 2024February 11, 2025satyanusandhanaLeave a Comment on ୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ
ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!! Spread the loveSpread the love October 13, 2024October 13, 2024satyanusandhanaLeave a Comment on ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!
“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ Spread the loveSpread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […] October 3, 2024December 30, 2024satyanusandhanaLeave a Comment on “ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ