
ଲକ୍ଷନୁହେଁ,କୋଟି କୋଟି ଟଂକାର ଫନିଘରଭଂଗା ଘୋଟାଲା:କାର୍ଯ୍ୟାଳୟ ବନ୍ଦକରି ଲୁଚିବୁଲୁଛନ୍ତି କର୍ମଚାରୀ !
ଫନି ବାତ୍ୟାରେ ବହୁ ଗରୀବ ପରିବାର ନିଜର ଜୀବନ କେବଳ ବଂଚେଇବାରେ ସମର୍ଥ ହୋଇଥିବା ବେଳେ ସେମାନକୁଂ ସରକାରୀ ସହାୟତା ଦେବା ନାଁ ରେ ତାଲିକା ପ୍ରସ୍ତୁତି ଦାୟୀତ୍ୱରେ ଥିବା ସରକାରୀ ବାବୁମାନେ ଲକ୍ଷପତି ପାଲଟିଛନ୍ତି। ଏମିତିକି ମାନ୍ୟବର ହାଇକୋର୍ଟ କଂ ନିର୍ଦ୍ଦେଶ , ମୁଖ୍ୟମନ୍ତ୍ରୀକ ଦପ୍ତର ର ନିର୍ଦ୍ଦେଶ , ସ୍ୱତନ୍ତ୍ର ରିଲିଫ କମିଶନର କଂ ନିର୍ଦ୍ଦେଶ ବି ଏହି ସବୁ ଅସାଧୁ କର୍ମଚାରୀକଂ ନିମନ୍ତେ ନିରର୍ଥକ ସାବ୍ୟସ୍ତ ହୋଇଛି