ଅଂଚଳ ଖବର ଜିଲ୍ଲାଖବର

ଶ୍ରୀଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରକଂ ମାସିକ ସତସଂଗ ଅନୁଷ୍ଠିତ

Spread the love

କଣ୍ଟାପଡା,୮।୯(ନି.ପ୍ର)-ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁରଅନୁକୁଳଚନ୍ଦ୍ରକଂ ୧୩୨ତମ ଜନ୍ମ ବାର୍ଷିକ ଅବସରରେ ଦେବୀ-କନ୍ଦଳ ଦ୍ୱୀପାଂଚଳ ଅନ୍ତର୍ଗତ ବ୍ରାହ୍ମଣବାଟୀସ୍ଥିତ ସତସଂଗ ବିହାରଠାରେ ଆଜି ପ୍ରତାପଚନ୍ଦ୍ର ରାଉତରାୟକଂ ଶୁଭ ପ୍ରଚେଷ୍ଟାରେ ସତସଂଗ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ଗିରିଧାରୀ ଦାସ , ସହ – ପ୍ରତି ରିତି ଅଧ୍ୟକ୍ଷତା କରିଥିଲେ। ବିଶ୍ୱମ୍ବର ଭାଇ, ମାଗୁଣିଭାଇକଂ ସମେତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ସହଯୋଗ କରିଥିଲେ । ୪ଜଣ ସତମନ୍ତ୍ର ରେ ଅଭିମନ୍ତ୍ରୀତ ହୋଇଥିଲେ । ଶ୍ରୀଯୁକ୍ତ ପ୍ରତାପ ରାଉତରାୟକଂ ସୂଚନାନୁଯାୟୀ, ଶ୍ରୀଶ୍ରୀ ଠାକୁରକଂ ଜନ୍ମ ମାସ ଭାଦ୍ରବ ମାସ ହୋଇଥିବା ବେଳେ ତାଂକ ଇଛା ମତେ ମାସ ସାରା ସତସଂଗ ଓ ବର୍ଷକେ ଥରେ ଡିସେମ୍ବର ମାସରେ “ସ୍ୱସ୍ତିତପା” ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।ଆଜିର ଏହି ଉତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭଜନ କୀର୍ତ୍ତନରେ ଭାଗନେଇ ମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *

ପବଜି ଖେଳରୁ…ଠାକୁର ଜମି କଣ୍ଟ କବଲା!!ଖଳନାୟକ ନିଜେ ନକଲିଓକିଲ?ଠକିନେଲେ ହଜାରହଜାର ଟଙ୍କା!!

Spread the love

Spread the love

“ଆଣ୍ଠୁଏ ପାଣିରେ ହେଲିଣି ବୋଉଲୋ!ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି”ନୂତନକୋର୍ଟ ସ୍ଥାପନ ପ୍ରସ୍ତାବ ସରକାରଙ୍କ ପାଣ୍ଠି ଓ ଭିତ୍ତିଭୂମି ଅଭାବରୁ ବିଳମ୍ବିତ

Spread the love

Spread the love କଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ଲୋକଙ୍କ ଦ୍ବାର ଦେଶରେ ଆଇନ ସେବା ଯୋଗାଇବା […]

ରାଜ୍ୟରେ ବିଜେପିସରକାର ଗଠନପରେ ବ୍ଲକ ଆତ୍ମାଅଧ୍ୟକ୍ଷ ନିର୍ବାଚନରେ ବିଜେପିର ବାଜି ମାତ୍,ଅପ୍ରତିଦ୍ଵନ୍ଦୀ ଜିତିଲେ ବିଜୁପାତ୍ର

Spread the love

Spread the loveକଟକ ଗ୍ରାମାଞ୍ଚଳଜିଲ୍ଲା(ନି.ପ୍ର)ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମକରି କଟକ […]