
ସରକାରୀ ବାବୁକଂ ଆୟ ବହିର୍ଭୁତ କୋଟିକୋଟି ଟଂକାର କଳାଧନ,ମୁଣ୍ଡା ମୁଣ୍ଡା ସୁନା ଠୁଳ!ରାଜ୍ୟ ଭିଜିଲାନସ ବିଭାଗ ମହା ନିଦ୍ରାରେ ?

ରାଜ୍ୟ ଭିଜିଲାନ୍ସ ବିଭାଗ ଏବେ ଚିର ନିଦ୍ରାରେ ଥିବାଭଳି ରାଜ୍ୟବାସୀ ଅନୁଭବ କରୁଛନ୍ତି।କୋଟିକୋଟି ଟଂକା ରାଜକୋଷରୁ ଏହି ବିଭାଗର କର୍ମଚାରୀକଂ ଦରମା ଓ ପରିଚାଳନାରେ ଯାଉଥିବା ବେଳେ ତଦନୁଯାୟୀ ରାଜକୋଷକୁ ଫାଇଦା ପହଂଚୁନି। ଖୋଦ ସରକାରୀ ବାବୁମାନେ ବେଆଇନ ଭାବେ ଲୁଟିଥିବା ଧନ ସଂପର୍କରେ ସରକାରକୁଂ ସୂଚନା ନ ଦେଇ।ନିଜର ବଂକର ଭିତରେ ସାଇତିଛନ୍ତି ମୁଣ୍ଡା ମୁଣ୍ଡା ସୁନା।ସତେଯେମିତି ଜଂଖ ମିଳିଛି ଅବା ସୁନା ଖଣି! ହେଲେ ଭିଜିଲାନସ ବିଭାଗକୁ ଅଜଣା।ବିଭାଗ ଚୁକ୍ତିକରୁ ଧରେଇଦେଲେ ସରକାରକଂ ନିୟମାନୁଯାୟୀ ଶତକଡା କେତେଭାଗ ମିଳିବ ତାହା ହେଲେ ତଥ୍ୟ ଦିଆଯିବ ବୋଲି ନିର୍ଦ୍ଦିଷ୍ଟ କେତେଜଣ ଦ୍ରୁଢୋକ୍ତି କରିଛନ୍ତି।ଆଜି ସେମିତି ଜଣେ ସରକାରୀ ବାବୁକଂ ସଂପର୍କରେ “ସତ୍ୟାନୁସଂଧାନ”ର ଠୋସ ସୂଚନା ରହିଛି।ଦେଖାଯାଉ ବାବୁଜଣକଂ ଧରାପଡୁଛନ୍ତି କି ନା ସେଥି ସହିତ ଭିଜିଲାନସର ପାରଦର୍ଶିତା ବି ପ୍ରମାଣିତ ହେବ ।


