ସରକାର ତୁମେ ଦେଖ କଇଁଚ କାଢିଚି ବେକ ହୋ!୨୯ବର୍ଷ ଶିକ୍ଷକତା,ହେଲେ ଅପ୍ରେଲ ମାସ ୩୧ ଦିନିଆ?
ରାଜ୍ୟରେ ପ୍ରାଥମିକ ଶିକ୍ଷାର ହାଲତ କଣ ଜାଣିବାକୁ ହେଲେ ଏ ଭିଡିଓ ଟି ଦେଖନ୍ତୁ । ୨୯ବର୍ଷର ଶିକ୍ଷକତା ପରେ ଜଣେ ସରକାରୀ ପ୍ରାଥମିକ ଶିକ୍ଷକ ଜାଣିନାହାନ୍ତି ଯେ ଅପ୍ରେଲମାସ ୩୦ ଦିନ କି ୩୧ ଦିନ ? ଶିକ୍ଷକ ଜଣକଂ ନାମ ହେମନ୍ତ ମହାପାତ୍ର ଘର ଅଡଶପୁର ।କଟକ ଜିଲ୍ଲା, କଣ୍ଟାପଡା ବ୍ଲକ ,ଚଉପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକ ଅଛନ୍ତି । ଧନ୍ୟ ହେ ସରକାର !