ଜିଲ୍ଲାଖବର ରାଜ୍ୟଖବର

ସ୍ବାମୀ ବିବେକାନନ୍ଦ’ନିରତାର’୨୪ ତମ ବାର୍ଷିକ ଉତ୍ସବରେ ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ…

Spread the love

କଟକ ଗ୍ରାମାଞ୍ଚଳ୧୪/୦୭(ନି.ପ୍ର) କଟକ ଜିଲ୍ଲା, ଓଲଟପୁର ଥାନା ଅନ୍ତର୍ଗତ ସ୍ବାମୀ ବିବେକାନ ନ୍ଦ ଜାତୀୟ ପୁନର୍ବାସ,ଗବେଷଣା ଓ ଥଇଥାନ ଅନୁ ଷ୍ଠାନର ୨୪ ତମ ବାର୍ଷିକ ଉତ୍ସବ ପାଳନ ଅବସର ରେ ଆଜି ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଯୋଗ ଦେଇଥିଲେ।ଅନୁଷ୍ଠାନ ପରିସରରେ ରାଜ୍ୟ ପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।ଆୟୋଜିତ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ସଭାପତିତ୍ଵ କରିଥିଲେ।ଜଗ ନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ….ରୁ ରାଜ୍ୟପାଳ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ।ହସ ସ୍ୱର୍ଗୀୟ,ଏହା ବିଜ୍ଞାନ ସମ୍ମତ ଓ ଅନ୍ୟର ମୁହଁରେ ହସ ଫୁଟାଇ ପାରୁଥିବା ଚିକିତ୍ସକ ମାନଙ୍କ ଭୂମିକା ପ୍ରତି ସେ ପ୍ରଶଂସା ସୂଚକ ଇଙ୍ଗିତ କରିଥିଲେ।ସମ୍ମା ନିତ ଅତିଥି ଭାବେ ଡାକ୍ତର ପ୍ରସେନ୍ ଜିତ୍ ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

କୋର୍ଟପାଇଁ ଆନ୍ଦୋଳନ ତେଜି ପାରେ!ବାଜିମାତ କରିବେ ବିରୋଧୀ,ହରଡ ଘଣାରେ ପଡ଼ିବେ ସରକାର!!

Spread the love

Spread the loveଲୋକଙ୍କ ଦ୍ଵାର ଦେଶରେ ନ୍ୟାୟ ପହଞ୍ଚିବାକୁ ମଞ୍ଜୁର ହୋଇଥିଲା ୭୪ଟି […]

୪୦ ବର୍ଷ ପରେ ବ୍ଲକପୁନର୍ଗଠନ… ଭୌଗୋଳିକ ସ୍ଥିତି ବିଚାରକୁ ଅଗ୍ରାଧିକାର ଦେବା ଜରୁରୀ

Spread the love

Spread the loveନଦୀ,ନାଳ,ପାହାଡ, ପର୍ବତଘେରା ଅଞ୍ଚଳକୁ ଯେତେ ସେତୁ ହେଲେ ବି ଅଗମ୍ୟ…. […]