୧୦୦ବର୍ଷରେ ସମାଜ:କେତେ ଭୂଲ ଖବର ଛାପିଛି !
ପାଠକ କୁଂ ଧୋକ୍କା ,ବିଶ୍ୱାସରେ ବିଷ । ଦେଖଣାହାରୀ ପ୍ରତ୍ୟେକ୍ଷଦର୍ଶୀ କହୁଛନ୍ତି ୧୦୦ବର୍ଷ ତଳର ସେ ସମାଜ ଆଉ ସେଭଳି ନାହିଁ । ହେବ ବି କୁଆଡୁ ? ସେ ମଣିଷକଂ ସାହସ ଓ ଦମ୍ଭ ଆସିବ କେମିତି ? ସେକାଳର ମଣିଷ ଥିଲେ ମହାମନିଷୀ, ସମାଜ ସଂସ୍କାରକ। ଆଉ ଏବେ ଯେଉଁମାନେ ? ସେମାନେ ଚାକିରୀଆ , ପେଟପାଇଁ ମାଧିଆଯୋଗୀ ,ରଖୁଆଳ ଦ୍ୱାରା କି ଗାଇବିକ୍ରି ! ବ୍ରାହ୍ମଣଝରିଲୋରେ ଏକ ରାସ୍ତା ଦୁର୍ଘଟଣା ଘଟିଥିଲା ଏଥିରେ ୨ଜଣ ଯୁବକ ଗୁରୁତର ହୋଇଥିଲେ । ଦୁର୍ଘଟଣାରେ ଜଡିତ କାର ଟାଟାଏସି ହେଲା କେମିତି ? ଆମେ ଦୁର୍ଘଟଣା ସ୍ଥଳୀରୁ କାରଟିର ଫଟୋସହ ଫଟୋପ୍ରକାଶ କରିବାର ଦିନକ ପରେ ସମାଜ ଖବରକାଗଜ ର ଫୁଲନଖରା ଡେଟଲାଇନରେ ପ୍ରକାଶିତ ଖବର ଓ ଆମଫଟୋ ପାଠକକଂ ଅବଗତି ନିମନ୍ତେ ପୁନଃ ପ୍ରକାଶ କରୁଛୁ ।


