
୧୦୦ବର୍ଷର କାଗଜ “ସମାଜ”ର ପୁଣି ମତିଭ୍ରମ!
“ତୁ ଯେତେ ମାଠିବୁ ମାଠ୍ ମୁଁ ସେଇ ଦରପୋଡା କାଠ”ଓଡିଆ ଭାଷାରେ ଏମିତି ଏକ ରୁଢି ପ୍ରୟୋଗ ଅଛି।ହେଲେ ୧୦୦ ବର୍ଷର ବରିଷ୍ଠତା ଜାହିର କରୁଥିବା କାଗଜ ‘ସମାଜ‘ର ଅବସ୍ଥା ଆଜି ଠିକ ସେଇଆ ହିଁ ହୋଇଛି।ବିରିଡି (ସ.ପ୍ର) ପୁଣି ଲେଖିଛି ଯେ ବିରିଡିବ୍ଲକର ଆତ୍ମା ଅଧ୍ୟକ୍ଷ ହୋଇଥିବା ରବିନାରାୟଣ ଜେନା କୁଆଡେ ଆଗରୁ ଆତ୍ମା ଅଧ୍ୟକ୍ଷ ଥିଲେ ଆମ ଜାଣିବାରେ ସେ ତ ବ୍ଲକ ଅଧ୍ୟକ୍ଷ ଥିଲେ ହେଲେ ସମାଜ କାଗଜ ଏମିତି ଲେଖିଲା କାହିଁକି?ତାହା ହେଲେ ବିରିଡି ଧରିତ୍ରୀ ପ୍ରତିନିଧି କଣ ଭୁଲ ଲେଖିଦେଲେ କି ?ଆମେ ପାଠକକଂ ସଦୟ ଅବଗତି ନିମନ୍ତେ ଦୁଇକାଗଜର କ୍ଲିପିଂଏଠାରେ ରଖୁଛୁ।ବିଚାର ଆପଣକଂର।ସମାଜର ବନ୍ଧୁମାନେ ଜାଣିବାଉଚିତ ଯେ ହକରକୁଂ ସାମ୍ବାଦିକ କରାଗଲେ କେମିତି ଲୋକହସା ହେବାକୁ ପଡେ ?ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଏଇ କାଗଜଟି ବିଷ୍ଣୁଦାସକଂ ବଦଳରେ ରବିନ୍ଦ୍ର ଭୋଇକୁଂ ବିଧାୟକ କରିଥିଲା
