
୧୦୦ବର୍ଷର ସମାଜ ମତିଭ୍ରମ ଘଟିଲାଣି !
ବୟସାଧିକ କାରଣରୁ ସ୍ମରଣ ଶକ୍ତି କମିଯାଏ ବୋଲି ସାଧାରଣରେଏକ ଧାରଣା ରହିଛି ।ଏକଥା କୁ ଆଜି ପ୍ରମାଣିତ କରିଛି ୧୦୦ ବର୍ଷରେ ପହଂଚିଥିବା ଖବରକାଗଜ “ସମାଜ”।ଏକଥା ଆମେ କହୁନାହୁଁ , ସମାଜର ବିରିଡି (ସ.ପ୍ର) ଡେଟ ଲାଇନରେ ଆଜି ପ୍ରକାଶିତ ଏଇ ଖବରଟିକୁ ଆମେ ପାଠକ କଂ ଅବଗତି ନିମନ୍ତେ ଅବିକଳ ଏଥି ସହ ଉପସ୍ଥାପିତ କରୁଛୁ ।ଯହିଁରେ ତିର୍ତ୍ତୋଲ ବିଧାୟକ ରବିନ୍ଦ୍ର ଭୋଇ ବୋଲି ଉଲ୍ଲେଖ ହୋଇଛି। କିଓ ରବିନ୍ଦ୍ର ବାବୁ କେବେଠୁ ଗଲେଣି,ତାପରେ ରାଜଶ୍ରୀ ମାଡାମ ବି ଗଲେଣି ଏବେ ସ୍ୱୟଂ ବିଷ୍ଣୁକଂ ପାଳି । ସ୍ୱର୍ଗତଃ ରାଧାନାଥ ବାବୁ ଥିଲେ କଣଏହାକୁ ବରଦାସ୍ତ କରିଥାନ୍ତେ !ରଖୁଆଳ ଦ୍ୱାରା କଣ ଗାଈ ବିକ୍ରି ?ଲୋକେ କହୁଛନ୍ତି,ହସୁଛନ୍ତି ବି , ଯାହା ଏବେ ଚାଲିଛି ।ହେ ଉତ୍କଳମଣି ତୁମେ କାହିଁକି ପଥରମୂର୍ତ୍ତି ହେଇ ରହିଛ?ଏମାନକୁଂ ସଦ୍ ବୁଦ୍ଧି ଦେବାକୁ ଆଉଥରେ ଏ ଧରାଧାମକୁ ଆସନ୍ତନି ?ଏମିତି କଳାଖବରକୁ ଆମେ କଳାତାଲିକା ଭୁକ୍ତ କରୁଛୁ।ବିଚାର ଆପଣମାନକଂର……..